ସମ୍ପତ୍ତି ପାଇଁ କତା ରେ ହାଣିଲେ ଦାଦା

Date:

Share post:

ରାଜନଗର, (୦୪/୦୬) : ଆପ୍ର : ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ । ଜମି ଜମା ଭାଗ ବଣ୍ଟାକୁ କେନ୍ଦ୍ର କରି ଆଜି ଆଳି ବ୍ଲକ ନୂଆପାଟଣା ପଞ୍ଚାୟତ ତରାଇପାଟଣାରେ ଦାଦା ଓ ଦାଦା ପୁଅ ହାଣିଲେ ବଡ଼ ବାପାଙ୍କ ୩ ପୁଅ ଓ ବୋହୁଙ୍କୁ ।

ପ୍ରଶାନ୍ତ, ପ୍ରମୋଦ, ଦିଲ୍ଲୀପଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ଦାଦା ସୁଶାନ୍ତ ତରାଇ ଓ ବଡ଼ ଭାଇଙ୍କ ପୁଅ ସହ ଜମି ଜମା ନେଇ ତିକ୍ତତା ଥିଲା । ଆଗରୁ ଉଭୟ ପକ୍ଷ ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନ ନେଇଥିବାରୁ ଆଜି ସୁଶାନ୍ତ ଓ ତାଙ୍କ ପୁଅ ସିଦ୍ଧେଶ୍ବର ଏକ ଧାରୁଆ କତାରେ ହଟାତ ଆକ୍ରମଣ କରିଥିଲେ

LEAVE A REPLY

Please enter your comment!
Please enter your name here

spot_img

Related articles

କଣ୍ଟାବାଞ୍ଜିରେ ବିଜେଡିର ପ୍ରଶିକ୍ଷଣ ଶିବିର ; SIR କାର୍ଯ୍ୟ ପାଇଁ ବୁଥ ସ୍ତରୀୟ ଏଜେଣ୍ଟଙ୍କୁ ତାଲିମ, ୩୩୫ ବୁଥରେ ନଜର

ମୁରିବାହାଲ, (୨୫ /୦୬) : ଆପ୍ର : ନିର୍ବାଚନ ଆୟୋଗଙ୍କ ଦ୍ୱାରା ଚାଲିଥିବା ସ୍ପେସିଆଲ ଇଣ୍ଟେନସିବ ରିଭିଜନ - SIR କାର୍ଯ୍ୟକୁ ସୁଚାରୁ ରୂପେ...

ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା

ସୁବର୍ଣ୍ଣପୁର, (୨୫/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଏବଂ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର...

ବିଶ୍ରାମଗାର ବିପଦ ସଂକୁଳ ଅବସ୍ଥାରେ

ରାଇକିଆ, (୨୬/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମୂଖ୍ୟ ବଜାର ରେ ରହିଥିବା ଯାତ୍ରୀ ବିଶ୍ରାମଗାର ବିପଦ ସଂକୁଳ...

ବିଶ୍ୱ ଭିଟିଲିଗୋ ଦିବସ ଅବସରରେ ଡିଏଚଏଚ ରାୟଗଡାରେ ସଚେତନତା କାର୍ଯ୍ୟକ୍ରମ

ରାୟଗଡା, (୨୫/୦୬) : ଆପ୍ର : ବିଶ୍ୱ ଭିଟିଲିଗୋ ଦିବସ ଅବସରରେ ସେଞ୍ଚୁରିଅନ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM), ରାୟଗଡା କ୍ୟାମ୍ପସର...