କଟକ, (୨୯/୦୯) : ଆପ୍ର : ବ୍ରାଉନସୁଗର କାରବାର ଅଭିଯୋଗରେ ସ୍ୱାମୀ ସ୍ତ୍ରୀ ଗିରଫ । ୨୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ୍ । ଦୁଇ ଅଭିଯୁକ୍ତ ଗିରଫ ।
କଟକ ସଦର ଗୋପାଳପୁର ଅଞ୍ଚଳର ତାରିଣୀ ମନ୍ଦିର ନିକଟରୁ ଜବତ୍ କଲା କଟକ ଜିଲ୍ଲା ଅବକାରୀ ରୁରାଲ ରେଞ୍ଜ। ୨୫୫ ଗ୍ରାମ ନିଶା ଦ୍ରବ୍ୟ ଜବତ୍। ସତୀଚୌରା ଇମାମ୍ ପଡ଼ା ବସ୍ତିର ଶେଖ୍ ସାଜିଦ ଅଲ୍ଲୀ ଓ ସମିମା ବେଗମ୍ ଗିରଫ। ଅଭିଯୁକ୍ତ ଙ୍କ ଠାରୁ ଏକ ସ୍କୁଟି ଏବଂ ଦୁଇଟି ମୋବାଇଲ୍ ଜବତ। ନିଶା ଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୨୬ ଲକ୍ଷ ୩୦ ହଜାର ଟଙ୍କା।

