Homelocalବିନିକା ଠାରେ ଶଲାବୁଢ଼ା ଓ ଆଦିମ ବିଚାର ହିରୋ ସ୍ୱର୍ଗତ ସ୍ୱର୍ଗତ ଅଟଳ ବିହରୀ ପଣ୍ଡା...

ବିନିକା ଠାରେ ଶଲାବୁଢ଼ା ଓ ଆଦିମ ବିଚାର ହିରୋ ସ୍ୱର୍ଗତ ସ୍ୱର୍ଗତ ଅଟଳ ବିହରୀ ପଣ୍ଡା ଓ ବିର୍ଷା ମୁଣ୍ଡା ଙ୍କ ପ୍ରତିମୁର୍ତ୍ତୀ କୁ ଉନ୍ମୋଚିତ କଲେ : ସାଂସଦ ଶ୍ରୀମତୀ ସିଂଦେଓ

ସୁବର୍ଣ୍ଣପୁର, (୦୧/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାପକ୍ଷୟ ଗେଟ ନିକଟରେ ଶଲାବୁଢ଼ା ଓ ଆଦିମ ବିଚାର ହିରୋ ସ୍ୱର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ସୋମବାର ଦିନ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଯୋଗଦେଇ ଉନ୍ମୋଚିତ କରିଛନ୍ତି ।

ସେହିପରି ମହାନଦୀ ବ୍ରିଜ ନିକଟରେ ଥିWhatsApp Image 2026 09 01 at 16.41.51ବା ଛକରେ ନିର୍ମାଣ ହୋଇଥିବା ବିର୍ଷା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିଙ୍କୁ ଉନ୍ମୋଚିତ କରିଛନ୍ତି । ଏଥିରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ, ଉପାଧ୍ୟକ୍ଷ ତପସ୍ପିନୀ ମେହେର, ସୋନପୁର ସାଂସଦ ପ୍ରତିନିଧି ସାନନ୍ଦ କୁମାର ମେହେର, ବିନିକା ଏନଏସି ସାଂସଦ ପ୍ରତିନିଧି ପ୍ରଶାନ୍ତ ଦଣ୍ଡସେନା , ବିନିକା ବ୍ଳକ ସାଂସଦ ପ୍ରତିନିଧି ବିଶ୍ବମ୍ବର ମିଶ୍ର, ବିନିକା ବିନିକା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ, ଭାଜପା କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଅଶୋକ ପୃଷ୍ଟି, ଭାଜପା ରାଜ୍ୟ କାରିଣୀ ସଦସ୍ୟ ବିଜୟ ମହାକୁର, ବିନିକା ଏନଏସି ର ପୂର୍ବତନ ଅଧକ୍ଷ ଉଷତ କର , ଭୁବନେଶ୍ଵର ପାତ୍ର ପ୍ରମୁଖ ଦଳୀୟ କର୍ମୀ , ସମସ୍ତ କାଉନସିଲର ଓ ସ୍ବର୍ଗତ ଅଟଲ ବିହାରୀ ପଣ୍ଡାଙ୍କ ପରିବାର ଉପସ୍ଥିତ ଥିଲେ ।WhatsApp Image 2026 09 01 at 16.41.22

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments