Homeaccidentଅଧାରେ ରହିଲା ଜଗା ଦର୍ଶନ: ଇନ୍ଦୋରରୁ ପୁରୀ ଆସୁଥିବାବେଳେ ଦୁର୍ଘଟଣା, ଜଣେ ମୃତ ୬ ଆହତ

ଅଧାରେ ରହିଲା ଜଗା ଦର୍ଶନ: ଇନ୍ଦୋରରୁ ପୁରୀ ଆସୁଥିବାବେଳେ ଦୁର୍ଘଟଣା, ଜଣେ ମୃତ ୬ ଆହତ

ବରଗଡ, (୦୫/୧୦) : ଆପ୍ର : ଇନ୍ଦୋରରୁ ଆସୁଥିଲେ ପୁରୀ । ଅଧାବାଟରେ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୬ ଆହତ ।

ଇନ୍ଦୋରରୁ ଜଗନ୍ନାଥ ଧାମ ପୁରୀ ଦର୍ଶନ ପାଇଁ ଯାଉଥିବା ଏକ ପରିବାରର ଗାଡ଼ି ସୋହେଲା ମଧୁପୁର ଅଞ୍ଚଳରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଦୁର୍ଘଟଣାରେ ଦେବେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସୋହେଲାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଅନ୍ୟ ୩ ଜଣଙ୍କୁ ବରଗଡ଼ ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments