ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Date:

Share post:

କେନ୍ଦ୍ରାପଡା, (୧୭/୦୬) : ଆପ୍ର : ରାସ୍ତା କଡରେ ଝାଡୁ ବିକୁଥିବା ଜଣେ ଅଣଓଡିଆ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜଝାଙ୍ଗ ଅଞ୍ଚଳରେ ଘଟିଛି ଏହି ଘଟଣା ।

ଅଭିଯୋଗ ଅନୁଯାୟୀ, ଜଝାଙ୍ଗ କାଳୀ ମନ୍ଦିର ନିକଟରେ ଝାଡୁ ବିକୁଥିବା ନାବାଳିକାକୁ ଗତ ସୋମବାର ରାତି ସାଢେ ଗୋଟାଏ ବେଳେ ପରିସ୍ରା କରିବା ପାଇଁ ଉଠିଥିବା ବେଳେ ଆକାଶ ନାମକ ଜଣେ ଯୁବକ ଓ ତାଙ୍କ ସାଙ୍ଗ ଉଠାଇ ନେଇ ମାରଣାସ୍ତ୍ର ଦେଖାଇ ଦୁଷ୍କର୍ମ କରିଥିଲେ । ନାବାଳିକା ଅଭିଯୁକ୍ତଙ୍କ ହାତ କାମୁଡି ଦେଇ ଖସି ଆସିଥିଲେ । ପରିବାର ଲୋକେ ଉଠିବା ପରେ ଦୁର୍ବୃତ୍ତ ପଳାଇ ଯାଇଥିଲେ l ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଚିକିତ୍ସା ପାଇଁ ନିଆଯାଇଛି । ଏ ନେଇ ନାବାଳିକା ପରିବାର ସଦର ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ଛତିଶଗଡ ବିଲାସପୁର ଥାନା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବିଇଡି ନାଁରେ ଟଙ୍କା ହଡ଼ପ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ

କଣ୍ଟାବାଞ୍ଜି, (୧୭/୦୬) : ଆପ୍ର : ବିଇଡି ନାଁରେ ଟଙ୍କା ହଡ଼ପ ଅଭିଯୋଗ । ଥାନାର ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ । ଆନ୍ଧ୍ରା ବିଇଡି କରେଇ...

ଗୁଣୁପୁର ଠାରେ ଏସ୍ ପି ମାଙ୍ଗାଇ ଗମାଙ୍ଗ ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

ଗୁଣପୁର, (୧୭/୬) : ଆପ୍ର : ଗତକାଲି ସୌରା ପଣ୍ଡିତ ମାଙ୍ଗାଇ ଗମାଙ୍ଗ ଙ୍କ ୧୧୧ ତମ ଜନ୍ମ ଜୟନ୍ତୀ ଉତ୍ସବ ଗୁଣୁପୁର ଶବର...

ଘରୁ ଡାକି ନେଇ ମଦ ପିଆଇ କଲେ ହତ୍ୟା ; ବ୍ରହ୍ମଗିରି ଥାନାରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବ୍ରହ୍ମଗିରି, (୧୭/୦୬) : ଆପ୍ର : ମଦ ପିଆଇ ପିଆଇ ମାରିଦେଲେ । ବ୍ରହ୍ମଗିରି ଥାନା ବେଣ୍ଟପୁର ହରିଜନ ସାହିରେ ମୃତଦେହ ଉଦ୍ଧାର ।...

ବନ୍ଧା ହେଲେ ରସିକିଆ ଅଧ୍ୟାପକ, ମହଙ୍ଗା ପଡିଲା ଛାତ୍ରୀଙ୍କୁ ସେକ୍ସୁଆଲ ଫେବର ମାଗିବା

ଭୁବନେଶ୍ୱର, (୧୭/୦୬) : ଆପ୍ର : ମହଙ୍ଗା ପଡିଲା ଛାତ୍ରୀଙ୍କୁ ସେକ୍ସୁଆଲ ଫେବର ମାଗିବା । ବନ୍ଧା ହେଲେ ରସିକିଆ ଅଧ୍ୟାପକ । ଭରତପୁର...