Tag: ଆଦିବାସୀ

spot_imgspot_img

ଆଦିବାସୀ ଜାତି କୁ ଘୃଣା ହିନସ୍ଥା ମନ୍ତବ୍ୟ ପ୍ରତିବାଦ ରେ ବିଧାୟକଙ୍କ ବିରୋଧରେ ଏଫ୍‌ଆଇଆର ଦେଲା ଆଦିବାସୀ ସଂଘ

ବଲାଙ୍ଗିର, (୨୩/୦୬) : ଆପ୍ର : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ସିନ୍ଧେକେଲା, ବଲାଙ୍ଗିର ତରଫରୁ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ବିରୋଧରେ ସିନ୍ଧେକେଲା ଥାନାରେ ଲିଖିତ ଏଫ.ଆଇ.ଆର ଦାଖଲ କରାଯାଇଛି...