Homeaccidentଡିଭାଇଡରକୁ ପିଟି ହୋଇ ରାସ୍ତା କଡକୁ ଖସିଲା ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବସ୍, ଫସି...

ଡିଭାଇଡରକୁ ପିଟି ହୋଇ ରାସ୍ତା କଡକୁ ଖସିଲା ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବସ୍, ଫସି ରହିଲେ ୪୫ ଯାତ୍ରୀ

ବଲାଙ୍ଗୀର, (୧୧/୧୧) : ଆପ୍ର : ଡିଭାଇଡରକୁ ପିଟି ହୋଇ ରାସ୍ତା କଡକୁ ଖସିଲା ବସ୍ । ବସ୍ ଭିତରେ ଫସି ରହିଲେ ୪୫ ଯାତ୍ରୀ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ବଜାର ନିକଟ ଜାତୀୟ ରାଜପଥ-୧୮ ନିକଟରେ ଦୁର୍ଘଟଣା ।

ଶ୍ୟାମଳୀ ନାମକ ଏକ ଘରୋଇ ବସ୍ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବସ୍ ଭିତରେ ଫସି ଦୁଇଜଣ ଯାତ୍ରୀ ଗୁରୁତର ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଝାରପୋଖରିଆ ପୋଲିସ ସହ ସାରସକଣା ଓ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments