Homelocalବାତ୍ୟା ‘ମୁରାସୁ’ ପାଇଁ ଚିଲିକା ସାତପଡ଼ାରେ ଭସାପୋଲ ବନ୍ଦ

ବାତ୍ୟା ‘ମୁରାସୁ’ ପାଇଁ ଚିଲିକା ସାତପଡ଼ାରେ ଭସାପୋଲ ବନ୍ଦ

ଭୁବନେଶ୍ୱର, (୦୩/୧୧) : ଆପ୍ର : ମୁରାସୁ ପାଇଁ ଚିଲିକାରେ ଭସାପୋଲ ବନ୍ଦ । ଚିଲିକା ସାତପଡ଼ାରେ ଭସାପୋଲ ସେବା ବନ୍ଦ ରହିଛି ।

ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଭସାପୋଲ ଯାତାୟାତ ବନ୍ଦ କରିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ । ବାତ୍ୟା ମୁରାସୁ ପ୍ରଭାବରେ ହେବାକୁ ଥିବା ପବନ ଓ ବର୍ଷାକୁ ଲକ୍ଷ ରଖି ପ୍ରଶାସନ ପକ୍ଷରୁ ସତର୍କତା ଜାରି ହୋଇଛି । ସାତପଡ଼ାରେ ବାରମ୍ବାର ଭସାପୋଲ ବନ୍ଦ ପାଇଁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘାଟ ଡ଼ଙ୍ଗା ଚଳାଚଳ ଓ ଟ୍ୟୁରିଷ୍ଟ ଡ଼ଙ୍ଗା ଚଳାଚଳ ଉପରେ କୌଣସି କଟକଣା ଲାଗୁ ହୋଇନି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments