CBI କାର୍ଯ୍ୟାଳୟ ସାମ୍ନାରେ ହଠାତ ଅସୁସ୍ଥ ହୋଇଗଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୨୮-୧୨): CBI ଅଫିସ ସାମ୍ନାରେ ହଠାତ ଅସୁସ୍ଥ ହୋଇପଡିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।

ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇସାରିବା ପରେ ନରସିଂହ ମିଶ୍ର ଅସୁସ୍ଥ ହୋଇପଡ଼ିଥିଲେ । ଭାଷଣ ଦେଇ ସାରିଲା ପରେ ସେ ପ୍ରଥମେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ହଠାତ ଛାତିକୁ ଧରି ତଳେ ବସିପଡ଼ିଥିଲେ । ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି |

Welcome to Odisha News24

error: Content is protected !!
%d bloggers like this: