ସାଧାରଣ ଜନତାଙ୍କ ସ୍ୱର

‘ବିଜେଡି’ ରେ ଫାଟ ଜଳଜଳ, ରହୁନି ସମନ୍ନୟ, ବଢୁଛି କନ୍ଦଳ

ରିପୋର୍ଟ: ରାକେଶ ମହାରଣା // କୋଦଳା (୧୩/୦୧): ଭାରତ ବର୍ଷରେ ଓଡିଶା ରାଜନୀତିରେ ଆଞ୍ଚଳିକ ଦଳ ରୂପେ ସରକାର ଗଠନ କରିଛି…

୨୭ଟି ଜିଲ୍ଲା ପାଇଁ ୮୪ଟି ୧୦୮ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ରିପୋର୍ଟ: ସନ୍ତୋଷ ନାୟକ // ଭୁବନେଶ୍ୱର, ତା୦୧-୦୧): ଆଜି ୨୭ଟି ଜିଲ୍ଲା ପାଇଁ ୮୪ଟି ୧୦୮ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖମନ୍ତ୍ରୀ…

ଅନ୍ୟାନ୍ୟ ପଛୁଆ ବର୍ଗ ସଂରକ୍ଷଣ ପାଇଁ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ରିପୋର୍ଟ: ସନ୍ତୋଷ ନାୟକ // ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ୨୪): ରାଜ୍ୟ ସରକାର ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହଡପ ଓ ଚଂଚକତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କଲା ବିଜେପି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର ( ତା.୨୯/୧୨) ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ବିଜେପି…

୨୪ତମ ବିଜେଡି ପ୍ରତିଷ୍ଠା ଦିବସରେ ବିରାଟ ରାଲି ଓ ସାମ୍ବାଦିକ ସମ୍ମିଳନୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୨): ରାୟଗଡା ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶନିବାର,ତା୨୬/୧୨/୨୦୨୦ରିଖରେ…

ବିଜେଡି ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳନ

ରିପୋର୍ଟ: ମିନା ବେହେରା // ନାରାୟଣପାଟଣା (୨୬/୧୨): ଆଜି ବିଜେଡି ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା…

“ଜୟ ଜଗନ୍ନାଥ” କହି ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ରିପୋର୍ଟ: ସନ୍ତୋଷ ନାୟକ // ଭୁବନେଶ୍ୱର,ତା୨୬-୧୨): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ଅବସରରେ…

ବିଜେଡି ଦଳ ତରଫରୁ କାର୍ଯ୍ୟକର୍ତା ଚୟନ

ରିପୋର୍ଟ: ସନ୍ତୋଷ ନାୟକ // ଭୁବନେଶ୍ୱର,ତା୨୪-୧୨: ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ…

ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ବିଜେଡି ସଂଗଠନ ସମ୍ପାଦକଙ୍କ ଗୁରୁମନ୍ତ୍ର

ରିପୋର୍ଟ: ସନ୍ତୋଷ ନାୟକ // ଭୁବନେଶ୍ୱର, ତା୨୩-୧୨): ନବୀନଙ୍କ ନୀତି, ଆଦର୍ଶ ଓ ଭିଜନକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ…

ମୁଖ୍ୟମନ୍ତ୍ରୀଙ୍କୁ ଗୃହ ବନ୍ଦୀ କରାଯାଇଛି କହିଲେ ସୁର ରାଉତରାୟ

ରିପୋର୍ଟ: ସନ୍ତୋଷ ନାୟକ // ଭୁବନେଶ୍ୱର,ତା୧୭-୧୨): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହବନ୍ଦୀ କରି ରଖାଯାଇଛି । ଏକଥା ଅଭିଯୋଗ କରିଛନ୍ତି କଂଗ୍ରେସର…