ସାଧାରଣ ଜନତାଙ୍କ ସ୍ୱର

ସମାଜସେବୀ ଲଳିତ ନାୟକ ଓ ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ଦ୍ଵିଦିବସୀୟ ଫୁଟ୍ ବଲ ଟୁର୍ଣ୍ଣାମେଣ୍ଟ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର (୨୦/୦୨): ଅଦ୍ୟ ତା ୨୧.୦୨.୨୦୨୧ ଦିନ ସଦର ବ୍ଲକ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆ ରେ ବିଶିଷ୍ଟ ସମାଜ ସେବୀ ଲଳିତ ନାୟକ ଏବଂ ଜ୍ୟୋତିରଂଜନ ପାଣିଗ୍ରାହୀ ଙ୍କ ସ୍ମୃତି ରେ ଦ୍ଵି ଦିବସୀୟ ଫୁଟ୍ ବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି ।

ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବି ଶ୍ରୀ ବୈଷ୍ଣବ ଚରଣ ମିଶ୍ର ଉଦ୍ଘାଟନ କରିଥିଲେ | ସମ୍ମାନିତ ଅତିଥି ଦୀପକ ରଞ୍ଜନ ନାୟକ, ସୋମନାଥ ମିଶ୍ର, ବିବେକାନନ୍ଦ ପଟେଲ, ଗୋବର୍ଦ୍ଧନ କର୍ମୀ, ପ୍ରମୋଦ କର୍ମୀ, ନୀଳାଦ୍ରି ମିଶ୍ର, ଗୌତମ ମହଲା, ରାଜୀବ ସାହୁ, ପ୍ରଶାନ୍ତ ମେହେର, ସିଦ୍ଧା ଶ୍ରମ ସେବା ପ୍ରତିଷ୍ଠାନ ର ସଭାପତି ଶ୍ରୀ ଜୟକୃଷ୍ଣ ମିଶ୍ରଙ୍କ ତତ୍ତ୍ଵାବଧାନରେ ତଥା କମିଟିର ସଦାନନ୍ଦ ମହଲା, ବିଜୟ ମହଲା, ସଞ୍ଜୟ, ମିଥୁନ, ରୀଙ୍କୁ, ମନୋଜ, ବିକାଶ, କାଳିଆ, ଅକ୍ଷୟ, ପ୍ରବୀଣ, ଏବଂ ରାହାସ ମାଝୀ, ପିଙ୍କୁ ନାଗ, ସଞ୍ଜୟ ନାଏକ ଖେଳ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

%d bloggers like this: