ସାଧାରଣ ଜନତାଙ୍କ ସ୍ୱର

ବିଷୁବ ସଂକ୍ରାନ୍ତିକୁ ମହା ସମାରୋହରେ ପାଳିତ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୧୨/୦୨): ବୌଦ୍ଧ, ହରଭଙ୍ଗା ବ୍ଲକ ବିରାମ ଚନ୍ଦ୍ର ପୁର ଗ୍ରାମରେ ଆଜି ବିଷୁବ ସଂକ୍ରାନ୍ତିକୁ ମହାସମାରୋହରେ ପାଳିତ କରାଯାଇଛି |

ସୂଚନା ଯେ ବିରାମଚନ୍ଦ୍ରପୁର ଗ୍ରାମର ଶ୍ରୀଯୁକ୍ତ ସନ୍ତୋଷ ବେହେରା ଗ୍ରାମର ଭକ୍ତ ମାନଙ୍କୁ ନେଇ କୃଷ୍ଣ ଗୁରୁ ନାମ ଯଂଜ୍ଞ କରି ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଅନ୍ନ ଦାନ କରି ଏହି ଉତ୍ସବ ଟିକୁ ପାଳନ କରାଇ ଥିଲେ |

Leave a Reply

Your email address will not be published. Required fields are marked *

%d bloggers like this: