ସାଧାରଣ ଜନତାଙ୍କ ସ୍ୱର

ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ କୁତ୍ରିଗାଡୁ ଠାରେ କ୍ଷେତ୍ର ଦିବସ ପାଳିତ

ୱେବ ରିପୋଟର -କୈଳାସ ମାଳବିଶୋଇ //
ଚନ୍ଦ୍ରପୁର ୨୭/୧/୨୦୨୧): ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସାରକିମା ପଞ୍ଚାୟତ ର କୁର୍ତିଗା ଡୁ ଗ୍ରାମରେ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତଥିଭାବେ ଚନ୍ଦ୍ରପୁର ବ୍ଲକସହକାରୀ କୃଷି ଅଧିକାରୀ ଶ୍ରୀ ରାମଲାଲ ସାମ୍ବାଡ ଯୋଗଦେଇ ଥିଲେ। କ୍ଷେତ୍ର ଦିବସ ରେ ଯୋଗ ଦେଇ ଶାମ୍ବଡ ଲୋକ ମାନଙ୍କୁ ଧାନ, ମାଣ୍ଡିୟା, ବିରି ଓ ଅନ୍ୟାନ୍ୟ ଚାଷ ବିଷୟରେ ବୁଝାଇ ଦେଇଥିଲେ।984a713f 17ca 4e3b b249 413f7186ca5b

ସମ୍ନ। ନୀୟ ଅତିଥି ଭାବେ ସାର୍କିମା ପଞ୍ଚାୟତ ସରପଂଚ ଶ୍ରୀମତୀ କମଳା ଦିବକା, ନାୟକ ସରପଂଚ ବେହେରା ଗଗେରାଙ୍ଗା, ପୁବ୍ରତନ ସରପଂଚ ମଙ୍ଗଳା ଦିବାକା, ସ୍ଥାନୀୟ କୃଷି ଅଧି ଦର୍ଶକ ଲାଡ଼ିସତ୍ୟ ନାରାୟଣ, ହନମନ୍ତ କୃଷି ଅଧି ଦର୍ଶକ ଉଦୟ ଚନ୍ଦ୍ର ନିମାଲ ପୁରି, ଆସିଷ୍ଟାଣ୍ଡ ଟେକ୍ନ ଲଜି ମେନେଜର ଜଗନ୍ନାଥ ମହାପାତ୍ର ଯୋଗଦେଇ ଥିଲେ। କୃଷକ ମାନଙ୍କୁ ବିଭିନ୍ନ ପ୍ରକାରର ଚାଷ ବିଷୟ ରେ ଅତିଥି ମାନେ ବୁଝାଇଦେଇ ଥିଲେ। ଏଥିରେ କୃଷକ ସାଥି ମଦନ ଦୁବୁରୁକା ଓ ଡମ୍ବୁରୁ ଯୋଗଦେଇ ଶୋଭା ପରିଚାଳ ନା କରିଥିଲେ l ସଭା ଶେଷରେ ଶ୍ରୀ ଲାଡି ସତ୍ୟ ନାରୟଣ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *

%d bloggers like this: