Tuesday, March 19, 2024

Top 5 This Week

Related Posts

NPS ପ୍ରତ୍ୟାହାର କରିବା ଦାବୀ ରେ ଆନ୍ଧ୍ର ରେ ଓଡ଼ିଆ ଶିକ୍ଷକ ସଂଘ ରାଜ ରାସ୍ତାରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୧/୯) : ଭାରତ ସରକାର ଙ୍କ ବାଜପେୟୀ ପ୍ରଦାହ ମନ୍ତ୍ରୀ ଥିବା ସମୟ ରେ ସରକାରୀ କର୍ମଚାରୀ ମାନଙ୍କ ପୂର୍ଣ୍ଣ ଅବସର କାଳୀନ ପେନସନ NPS ପ୍ରତ୍ୟାହାର କରିବା ପାଇଁ ଏକ ପ୍ରସ୍ତାବ ଆଣିଥିଲେ । ଏବଂ ୨୦୦୫ ଜାନୁଆରୀ ମାସରୁ ଦେଶରେ ଅବସର କାଳୀନ ପେନସନ ବନ୍ଦ ହୋଯାଇଥିଲା ।NPS ପ୍ରତ୍ୟାହାର କରିବା

NPS ପ୍ରତ୍ୟାହାର କରିବା ଦାବୀ ରେ ଆନ୍ଧ୍ର ରେ ଓଡ଼ିଆ ଶିକ୍ଷକ ସଂଘ ରାଜ ରାସ୍ତାରେ | ସବୁ ରାଜ୍ୟ ତଥା ପଶ୍ଚିମ ବଙ୍ଗ ଓ ତ୍ରିପୁରା ସରକାର ଏହାକୁ ନମାନି ନିଜର ପେନସନ ଚଳାଇଲେ । ସବୁ ରାଜ୍ୟ ଗୁଡ଼ିକ ଏହି NPSକୁ ଚାଲୁ ରଖିଲେ । ଦେଶରେ ଦିଫେନ୍ସ କୁ ଛାଡ଼ିଆନ୍ୟ ସବୁ ବିଭାଗ ଏହାକୁ ଆପଣେଇ ଚୁକ୍ତିଭିତ୍ତିକ ନିଯୁକ୍ତି ,୬ବର୍ଷ ପରେ ସ୍ଥାୟୀ ନିଯୁକ୍ତି ଚାଲିଲା । ଇତିମଧ୍ୟରେ ବହୁ ବୟସାଧିକ ପିଲା କମ୍ ସମୟ କାର୍ଯ୍ୟ କରି ଅବସର ନେଇଗଲେ । ଆଉ କିଛି ୨୦/୨୫ ବର୍ଷ କାର୍ଯ୍ୟ କରିମଧ୍ୟ ପେନସନ ପାଇବାକୁ ହକ ପାଇବେ ନାହିଁ ।

ଏହି NPS ରେ କର୍ମଚାରୀ ଙ୍କ ୧୨% ଦରମା ଓ ସରକାର ସେତିକି ଅଂଶ ଦେବେ । କିନ୍ତୁ ଥରେ ଏମ୍ଏଲଏ କିମ୍ବା ଏମ୍ ପି ଗୋଟିଏ ଦିନ ପାଇଁ ପଦ ପଦବୀ ରେ ରହିଲେ ତାଙ୍କ ପରିବାର ପାଇଁ ପେନସନ ଲାଗୁ ହେବ । ଏହାର ପ୍ରତିବାଦ କରି ପଡୋଶୀ ଆନ୍ଧ୍ର ପ୍ରଦେଶ ର ଶିକ୍ଷକ ମାନେ ଏହି କଳା ଏନ୍ ପି ଏସ କୁ ପ୍ରତ୍ୟାହାର କରି ପୁରୁଣା ପେନସନ ଦାବୀ କରି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କୁ ଜୋରଦାର କରିଛନ୍ତି । ଓଡ଼ିଶା ର ବିଭିନ୍ନ ସଙ୍ଗଠନ ଓ ଏସୋଷିଏସନ ମଧ୍ୟ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।

Popular Articles