Thursday, March 28, 2024

Top 5 This Week

Related Posts

ଶ୍ରୀ ମଦନ ମୋହନ ମନ୍ଦିର ରେ ଭାଗବତ ପାରାୟଣ ଏକ ଦିନ ପାଇଁ ଆରମ୍ଭ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୩୦/୮) : କାଶୀନଗର ଶ୍ରୀ ମଦନ ମୋହନ ମନ୍ଦିର ରେ ଏକ ଦିନ ପାଇଁ ଭାଗବତ ପାରାୟଣ ଆରମ୍ଭ ହୋଇଛି ।

ଭାଦ୍ରବ ମାସ ଅଷ୍ଟମୀ ତିଥିରୁ ଶ୍ରୀ ମଦନ ମୋହନ ମନ୍ଦିର ରେ ଏହି ପରାୟଣ ଆରମ୍ଭ ହୋଇଛି । ଭାଗବତ ପ୍ରଚାର ସମିତି ର ଆବାହକ ଜଗା ବାବୁ ଙ୍କ ପ୍ରୟାସ ଶ୍ରୀ ଗଗନ ନାୟକ, ଶ୍ରୀ ରବି କୁମାର ପଣ୍ଡା,ମଣ୍ଟୁ ପାତ୍ର,ଗୋପୀନାଥ ନାୟକ ଙ୍କ ଉଦ୍ୟମ ରେ ଏହି ଭାଗବତ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

Popular Articles