ସାଧାରଣ ଜନତାଙ୍କ ସ୍ୱର

ନେତାଜୀ ଜୟନ୍ତୀ ପାଳନ କମିଟି ପକ୍ଷରୁ ୧୨୫ତମ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୩/୦୧): ଆଜି ପୂର୍ବାହ୍ନ ୧୧ ଘଂଟିକା ସମୟରେ ନେତାଜୀ ଜୟନ୍ତୀ ପାଳନ କମିଟି ପକ୍ଷରୁ ଡାକବଙ୍ଗଳା ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ld98d000a 93e4 4c2a 8c55 cc0a869db53d

ଉକ୍ତ କାର୍ଯ୍ୟକ୍ରମର ସଭାପତି ସରୁଜିତ ସ୍ୱାଇଁଙ୍କ ତତ୍ୱାବଧlନରେ ଆୟାଜିତ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅଥିତି ଭାବେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ମହାନ୍ତି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସଦାଶିବ ଦlଶ ଏବଂ ଆଇନଜୀଵୀ ଦିଲୀପ ମହାନ୍ତି ମଞ୍ଚlସିନ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ବୀରପୁରୁଷଙ୍କ ଜୀବନୀ ସଂପର୍କରେ ଅବଗତ କରାଇଥିଲେ l

Leave a Reply

Your email address will not be published. Required fields are marked *

%d bloggers like this: