Friday, March 29, 2024

Top 5 This Week

Related Posts

ବୌଦ୍ଧ ଜିଲ୍ଲା ସଦର ମହକୁମା ର ସରକାରୀ ଅଫିସ ଗୁଡିକରେ ଦିନରେ ଜଳୁଛି ଲାଇଟ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୮/୦୮) : ବୌଦ୍ଧ ଜିଲ୍ଲା ସଦର ମହକୁମା ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସଂମୁଖ ରେ ଥିବା ଷ୍ଟି ଟ ଲାଇଟ ଦିନରେ ବି ଜଳି ରହୁଛି | ଦିନ ୧୦ : ୩୦ ଯାଏ ଜଳି ରହୁଛି ସରକାରୀ ଅଫିସ ସାମ୍ନା ରେ ଲାଇଟ୍ । ନା ବିଦ୍ୟୁତ୍ ବିଭାଗ ଚିନ୍ତା ନା ଜନ ସାଧାରଣ ଙ୍କ ଚିନ୍ତା, ନା ଜିଲ୍ଲା ପ୍ରଶାସନ ର ଚିନ୍ତା |

ଏହା ପୁଣି ବୌଦ୍ଧ ଜିଲ୍ଲା ସଦର ମହକୁମା ର ସରକାରୀ ଅଫିସ CWW, DCPU, ବୌଦ୍ଧ ତହସିଲ ଅଫିସ୍, ଜିଲ୍ଲା ସଂଗ୍ରାହଳୟ, ସିଭିଲ କୋର୍ଟ ସାମ୍ନା ର ଦୃଶ୍ୟ । ବିଦ୍ୟୁତ ବିଭାଗ ର ଅବହେଳା ପାଇଁ ଜିଲ୍ଲା ରାଜସ୍ବ କୋଷ ରୁ ଅଯଥାରେ ମାସ କୁ ମାସ ଟଙ୍କା ଖର୍ଚ୍ଚ ହେଉଛି | ଯାହା ଦ୍ୱାରା ଅଯଥାରେ ସାଧାରଣ ଜନତା ଙ୍କ ଉପରେ ପଡୁଛି ପ୍ରହାର |

Popular Articles