ସେପ୍ଟେମ୍ବର ୧କୁ ଓଡିଶା ଡ୍ରାଇଭର ମହାସଂଘ ଡ୍ରାଇଭର ଦିବସ ରୂପେ ପାଳନ କରିବ

0
261

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୮/୦୮) : ଆସନ୍ତା ସେପ୍ଟେମ୍ବର ୧କୁ ଓଡିଶା ଡ୍ରାଇଭର ମହାସଂଘ ଡ୍ରାଇଭର ଦିବସ ରୂପେ ପାଳନ କରିବାକୁ ଯାଉଛି | ଓଡିଶା ଡ୍ରାଇଭର ମହାସଂଘ ର ସୂଚନା ନୁଯାଇ ପ୍ରତି ବର୍ଷ ସେପ୍ଟେମ୍ବର ୧ରେ ଏହି ଦିବସ ପାଳିତ ହେବ |WhatsApp Image 2021 08 28 at 11.08.14 AM ସେପ୍ଟେମ୍ବର ୧କୁ ଓଡିଶା ଡ୍ରାଇଭର ମହାସଂଘ ଡ୍ରାଇଭର ଦିବସ ରୂପେ ପାଳନ କରିବ

ସମଗ୍ର ଓଡିଶା ର ଡ୍ରାଇଭର ମିଶି ସେପ୍ଟେମ୍ବର ୧କୁ ଓଡିଶା ଡ୍ରାଇଭର ମହାସଂଘ ଡ୍ରାଇଭର ଦିବସ ରୂପେ ପାଳନ କରିବେ ଓ ନିଜ ନିଜ ଜିଲ୍ଲା ର ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେବାପାଇଁ ଚୂଡାନ୍ତ ନିଷ୍ପତି ନେଇଛନ୍ତି | ଏହିଦିନ କୌଣସି ଡ୍ରାଇଭର ଗାଡି ଚଳାଇବେ ନାହିଁ | ଯଦି କୌଣସି ଡ୍ରାଇଭର ଗାଡିଚଳାଇ କୌଣସି ଅପ୍ରୀତିକ ଘଟଣା ଘଟିଲେ କେହି ଦାୟୀ ରହିବେ ନାହିଁ ବୋଲି ଡ୍ରାଇଭର ମହାସଂଘ ନିଷ୍ପତି ନେଇଛି |

ଏଣିକି ନିୟମ ଭାଙ୍ଗିଲେ ଡ୍ରାଇଭିଂ ଲାଇସେନ୍ସ ସବୁ ବାତିଲ ହେବ ବୋଲି ପରିବହନ କମିଶନର RTO ଙ୍କୁ ଚିଠି ଲେଖିଛନ୍ତି | ଏହି କଥାଟିକୁ ବି ଓଡିଶା ଡ୍ରାଇଭର ମହାସଂଘ ସମ୍ମାନ ଜଣାଇଛି |