ସାଧାରଣ ଜନତାଙ୍କ ସ୍ୱର

ଉପହାର ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଶାଢ଼ୀ ବଣ୍ଟନ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୧୬/୦୧): ବନ୍ଧୁଗାଁ ବ୍ଲକର ସ୍ବେଛାସେବୀ ଅନୁଷ୍ଠାନ ଉପହାର ପକ୍ଷରୁ ମକର ସଂକରାତ୍ରୀ ଉପଲକ୍ଷେ ୯୦ ଜଣ ଅସହାୟ ମହିଳା ବୃଦ୍ଧାଙ୍କୁ ଶାଢ଼ୀ ବଣ୍ଟନ କରାଯାଇଛି |

ଉକ୍ତ ସ୍ଥାନରେ ସନ୍ନମାନୀୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକ ବିଡ଼ିଓ ଶ୍ରୀ ରଜନି କାନ୍ତ ଦାସ, ବ୍ଲକ କଂଗ୍ରେସ ଦଳର ସଭାପତି ଦାବଡ଼ା ସିଙ୍ଗ ଏଙ୍କାଟି,(ୟୁଏସସିସି )ମ୍ୟାନେଜର ବିଭୁତି କୁମାର ଲିମା ଓ ପ୍ରି -ସ୍କୁଲରେ ପାଠ ପଢାଉ ଥିବା ଶିକ୍ଷକ ୱଡାଦି ଗଣେଶ ଓ ମାଣ୍ଡିଙ୍ଗ ଗୌରୀ ଓ ବନ୍ଧୁଗାଁ ବ୍ଲକର କିଛି ବୁଦ୍ଧିଜୀବୀ, ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତରେ ଆଜି ସୁରୁଖୁରେ ହୋଇଥିଲା |

Leave a Reply

Your email address will not be published. Required fields are marked *

%d bloggers like this: