ସାଧାରଣ ଜନତାଙ୍କ ସ୍ୱର

ବୈପାରୀଗୁଡା ପୋଲିସ ପକ୍ଷରୁ ୨୪କେଜି ଗଞ୍ଜେଇ ଜବତ, ୨ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୧୬/୦୧): ବୈପାରୀଗୁଡା ପୋଲିସ ପକ୍ଷରୁ ୨୪ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣ କୁ ଗିରଫ କରlଯାଇଛି l

ଆଜି ଦିନ ୧୧ ଟା ବେଳେ ବେରେଗାଁ ମାଝୀଗୁଡା ଛକରେ ପୋଲିସ ପକ୍ଷରୁ ଗାଡି ଯାଞ୍ଚ ସମୟରେ ୨୪କେଜି ଗଞେଇ ସହ ୨ ଅଭିଯୁକ୍ତ ଗିରଫ କରାଯାଇଛି l ସେମାନଙ୍କୁ ବୈପାରୀଗୁଡା ଥାନା କେସ ନମ୍ବର ୧୧/୨୦୧୧ ଅନୁଯାୟୀ ଆଜି ଜୟପୁର କୋର୍ଟ ଚାଲାଣ କରାଯାଇଛି l ସେମାନେଙ୍କ ମଧ୍ୟରୁ ଜଣେ ଗlଡ଼ପୁଟ ଗ୍ରାମର ୨୨ ବର୍ଷୀୟ ଯୁବକ ଅନ୍ୟ ଜଣେ ବିସିଙ୍ଗପୁର ଥାନା ଅନ୍ତର୍ଗତ ନାରୀଗାଁର ୩୦ ବର୍ଷୀୟ ଯୁବକ ବୋଲି ଜଣା ପଡିଛି l

Leave a Reply

Your email address will not be published. Required fields are marked *

%d bloggers like this: