ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା୧୦-୦୧): ଟିଟିଲାଗଡ ରେଳ ଷ୍ଟେସନ ସମ୍ନାରେ ଥିବା ଜାତୀୟ ପତାକାକୁ ଅଣଦେଖା କରି ଛାଡ଼ିଦେବା ଦେଖାଦେଇଛି ।
ଉପଯୁକ୍ତ ସରକାରୀ ନିୟମ ପାଳନ ନ କରି ଖୋଲା ଖୋଲି ବିଭାଗୀୟ ଅଧିକାରୀ ଏହି ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିବା ଜଣାପଡିଛି | ହେଲେ ଏହି ସରକାରୀ ନିୟମ ଅନୁଯାୟୀ ଏହି ଜାତୀୟ ପତାକା ତଳେ ଖୋଲା ପରିରହିଛି | ଦିନେ ଦୁଇଦିନ ନ ହୋଇ ଦୀର୍ଘ ଦିନ ଧରି ଏପରି ଅବସ୍ଥାରେ ଝୁଲି ରହିଥିବା ବେଳେ ତୁରନ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି ।

