Friday, March 29, 2024

Top 5 This Week

Related Posts

ବନ୍ଧୁଗାଁ ବ୍ଲକର ବିଜେଡି ଦଳ ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ କୋଭିଡ ଗାଇଡଲାଇନ ଅନୁଯାୟୀ ପାଳିତ

ରିପୋର୍ଟ : ମୀନା ବେହେରା
ବନ୍ଧୁଗାଁ,ତା(୧୫/୮) : ଆଜି ଦିନରେ ଆମ ଦେଶ ଭାରତ ସ୍ୱାଧୀନତା ହୋଇଥିଲା, ଏହି ଦିବସ ଉପଲକ୍ଷେ ଭାରତବାସୀ ପ୍ରତ୍ୟକ ବର୍ଷ ଅଗଷ୍ଟ ୧୫ ତିରିଖ ଦିନକୁ ସ୍ୱାଧୀନତା ଦିବସ ରୂପେ ଭାରତର କୋଣ ଅନୁକୋଣରେ ପାଳନ କରିଥାନ୍ତି | ଆଜିର ଏହି ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ବନ୍ଧୁଗାଁ ବ୍ଲକର ବିଜେଡି ନୂତନ ସୋଭାପତି ଶ୍ରୀ ବାଲା ନାଗଙ୍କ ନେତୃତ୍ୱରେ ବିଜେଡି ଦଳ ପକ୍ଷରୁ ବନ୍ଧୁଗାଁ ଅଗ୍ନି ଗାଙ୍ଗାମା କ୍ଳବ ସାମ୍ନାରେ ପତାକା ଉତ୍ତୋଳନ କରାଯାଇଥିଲା |

ଏଥିରେ ବନ୍ଧୁଗାଁ ବ୍ଲକର ବିଜେଡି ଦଳର ପୂର୍ବତନ ଦୁଇ ସୋଭାପତି ସାରଶା ଭାଦ୍ରା ନାଗା ଓ ଭି. ଗଣପତି ରାଓ, ପୂର୍ବତନ ବ୍ଲକ ବିଜେଡି ବିଧାୟକ ପ୍ରତିନିଧି ଶ୍ରୀ ଦୁର୍ଯ୍ୟ ନାଗ, ବ୍ଲକ ଜନ ୨ ଚେୟାରମେନ ଉତ୍ତମ ନାୟକ, ବନ୍ଧୁଗାଁ ବ୍ଲକ ବିଜେଡି ଯୁବ ସଭାପତି କାନୂଚରଣ ବେବରା, ପଞ୍ଚାୟତ ସଭାପତି ବିଜୟ କୁମାର ବେହେରା, ବ୍ଲକ ସମ୍ପାଦକ ଅଭିମନ୍ୟୁ ଭାଣ୍ଡି ଓ ଅନ୍ୟାନ୍ୟ କର୍ମୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା |

ପରେ, ଆଲମଣ୍ଡା ଗ୍ରାମ ଠାରେ ରହିଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଫୁଳମାଳ ଦେଇ ଉକ୍ତ ସ୍ଥାନରେ ବନ୍ଧୁଗାଁ ବ୍ଲକ ବିଡ଼ିଓ ଶ୍ରୀ ଆକାଶ ପଟ୍ଟ ନାୟକ,ବନ୍ଧୁଗାଁ ବ୍ଲକ ଅଧକ୍ଷା ଶ୍ରୀ ମତି ପ୍ରମିଳା ଯାକାକା,ଜନ ଏକ ଜିଲା ପରିଷଦ ସଭ୍ୟା ଶ୍ରୀ ମତି ସରିତା ସାରଥୀ,ଓ ଆଲମଣ୍ଡା ପଞ୍ଚାୟତ ସମସ୍ତ କର୍ମୀଚାରି ଓ ବ୍ଲକ ବିଜେଡି ଦଳର ସମସ୍ତ କର୍ମୀ ଓ ଗ୍ରାମର ଛୋଟ ବଡ଼ ଭଦ୍ର ବ୍ୟକ୍ତି ତ୍ରିରଙ୍ଗା ପତାକା ଉଡ଼ାଇଥିଲେ | ଦେଶ ସ୍ୱାଧୀନତା ସଂଗ୍ରାମ ବିଷୟକୁ ନେଇ ବିଡ଼ିଓ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇଥିଲେ |

Popular Articles