ବିରକେଲ ଶିବ ମନ୍ଦିରର ବୋଲବମ କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ

0
190

ରିପୋର୍ଟ : ବିମଳେନ୍ଦୁ ସାହୁ
ବଲାଙ୍ଗୀର,ଲୋଇସିଂହା,(୦୭/୦୮) : ଲୋଇସିଂହା ବ୍ଲକ ବାଦୀମୁଣ୍ଡା ପଞ୍ଚାୟତ ବିରକେଲ ଗ୍ରାମର ନବନିର୍ମିତ ଧବଳେଶ୍ଵର ଶିବମନ୍ଦିର ର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 08 07 at 10.01.41 AM ବିରକେଲ ଶିବ ମନ୍ଦିରର ବୋଲବମ କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗତ କିଛି ବର୍ଷ ଆଗରୁ ବିରକେଲ ଗ୍ରାମରେ ମନ୍ଦିର ନିର୍ମାଣ କାର୍ଯ୍ୟ ସାରିଥିଲେ ମଧ୍ୟ କୋଭିଡ କଟକଣା ଯୋଗୁଁ ରତ୍ନମୁଦ ହୋଇ ପାରି ନଥିଲା l

ମଧୁସୂଦନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଧବଳେଶ୍ଵର ବୋଲବମ କମିଟିର ସଦସ୍ୟ ତଥା ଗ୍ରାମବାସୀ ସହଯୋଗ କରିଥିଲେ ।