ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୨/୧୨/୨୦ ): ବନ୍ଧୁଗାଁ ବ୍ଲକ ତହସିଲଦାର ଭବାନିସଙ୍କର ମିଶ୍ରଙ୍କ ଦ୍ୱାରା ଆଜି ବେନିୟମରେ ବାଲି ଚାଲାଣ କରୁଥିବା ଚାରିଗୋଟି ଟ୍ରାକ୍ଟର ଗାଡିକୁ ଜବତ କରାଯାଇଛି |
ଗୋଟିଏ ଗାଡି ପିଛା ପାଞ୍ଚ ହଜାର ଟଙ୍କା ଲେଖାଏଁ ଚାରିଗୋଟି ଟ୍ରାକ୍ଟର ଠୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ I ତିନୋଟି ବାଲି ବୋଝେଇ ଓ ଗୋଟିଏ ଇଟା ବୋଝେଇ ଓଡି ୧୮ଏଫ, ୧୮୪୫ ଓ ଓଡି ୧୮ସି ୭୧୧୩ ଆଦି ୪ଟିି ଗାଡିିକୁ ଜବତ କରିଛି ତହସିଲ | ତାହାସହିତ ଆଜି ବନ୍ଧୁଗାଁ ବ୍ଲକରେ ଥିବା ସମସ୍ତ ଟ୍ରାକ୍ଟର, ଟିପର ଓ ଟ୍ରକ ଆଦି ଗାଡି ମାଲିକଙ୍କୁ ଖବର ଦେଇଛନ୍ତି ଯେ ଆସନ୍ତା ଦୁଇ ଦିନ ମଧ୍ୱରେ ସମସ୍ତ ଗାଡି ମାନଙ୍କର ମାସିକ ଜରିମାନା ଦେଇ ମାଟି, ଗୋଡି, ବାଲି ଆଦି ନେଇ ପାରିବେ |


Mina Behera good reporting from BANDHUGAN block .
keep it up