ସାଧାରଣ ଜନତାଙ୍କ ସ୍ୱର

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଜରୁରୀ ବୈଠକ,ଟିଟିଲାଗଡରେ ନୂତନ ସୁପରିଟେଣ୍ଡେନଙ୍କ ଦାୟିତ୍ୱ ଗ୍ରହଣ

ରିପୋର୍ଟ: ସନ୍ତୋଷ ନାୟକ // ବଲାଙ୍ଗୀର, ତା୨୭-୦୧): ବଲାଙ୍ଗୀର ଜିଲ୍ଲାର ମୁଖ୍ୟ କେନ୍ଦ୍ରବିନ୍ଦୁ ଭାବେ ଟିଟିଲାଗଡ ସବ୍ଡିବିଜନ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ…

ଚନ୍ଦ୍ରପୁର ଠାରେ ଓଡ଼ିଶା ପୁଷ୍ଟି ମହୋତ୍ସବ ପାଳନ

ୱେବ ରିପୋର୍ଟର : କୈଳାସ ମଳବିଶୋଇ // ଚନ୍ଦ୍ରପୁର ୨୬/୧/୨୧): ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଶିବ ମନ୍ଦିର ଠାରେ…

ମାରୱାଡ଼ି ମହିଳା ସମିତି ତରଫରୁ ରକ୍ତଦାନ ଶିବିର ଉଦ୍‌ଯାପିତ

ରିପୋର୍ଟ: ସନ୍ତୋଷ ନାୟକ // ବଲାଙ୍ଗୀର/ଟିଟିଲାଗଡ,ତା୨୭-୦୧): ଦିନକୁ ଦିନ ତଥା ସାମ୍ପ୍ରତିକ ସମୟରେ ରକ୍ତ ର ଆବଶ୍ୟକତା ବୃଦ୍ଧି ପାଉଥିବା ବେଳେ…

ବନ୍ଧୁଗାଁ ବ୍ଲକରେ ଆଜି ଜାତୀୟ ମତଦାତା ଦିବସ ପାଳନ

ୱେବ ରିପୋର୍ଟର : ମିନା ବେହେରା // ବନ୍ଧୁଗାଁ ତା ୨୫/୧/୨୧): ବନ୍ଧୁଗାଁ ବ୍ଲକ ପରିସର ଠାରେ ଆଜି ଜାତୀୟ ମତଦାତା…

୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଫଳ ବଣ୍ଟନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୨୬/୦୧): ରାୟଗଡ ଠାରେ ୭୨ତମ ସାଧରଣତନ୍ତ୍ର ଦିବସ ପାଳନ ଅବସରରେ ଆଜି ବିଭିନ୍ନ…

ୟୁଏଆଇଏଲ୍ ପକ୍ଷରୁ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ଆମ୍ବୁଲାନ୍ସ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ଼ା/କାଶିପୁର (୨୫/୦୧): ସିଏସ୍‌ଆର୍ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଓ କୋଭିଡ୍ ୧୯ ମହାମାରୀ ପରିପ୍ରେକ୍ଷୀରେ…

କରୋନା ଟିକା ନେବୁନି,ଦାବୀ ପୂରଣ ନହେଲେ ୧ ତାରିଖ ଠାରୁ କାର୍ଯ୍ୟ କରିବୁନି: ବହୁମୂଖୀ ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମହାସଂଘ

ଜି.ଉଦୟଗିରି (୨୪/୦୧): ଆଗ ଧାଡିର କରୋନା ଯୋଦ୍ଧା ଭାବେ ପରିଚିତ ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମାନେ ବିଭିନ୍ନ ଦାବୀ ନେଇ…

ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ପ୍ରଶାନ୍ତ ମଝି // ଝାରସୁଗୁଡା (୨୪/୦୧): ନାରୀ ଶସକ୍ତିକରଣ ପାଇଁ ମାନସିକତାରେ ପରିବର୍ତ୍ତନ ଉପରେ ଜିଲ୍ଲାପାଳ ଦେଲେ ଗୁରୁତ୍ୱ…

କରୋନା ମହାମାରୀ ଉପରେ ସଚେତନତା ଓ ପ୍ରଭାବର ସର୍ଭେ

ରିପୋର୍ଟ: ରାକେଶ ମହାରଣା // ବ୍ରହ୍ମପୁର (୨୪/୦୧): ଆଞ୍ଚଳିକ ବିକାଶ ପରିଷଦ ଓଡିଶା ପକ୍ଷରୁ ରାଜ୍ୟରେ କରୋନା ମହାମାରୀ ପ୍ରତି ଲୋକେ…

ଓଡିଶା ଶିକ୍ଷା ଅଧିକାରୀ ପରିଚାଳକଙ୍କ ବନ୍ଧୁଗାଁ ବ୍ଲକ ଗସ୍ତ

ୱେବ ରିପୋର୍ଟର : ମିନା ବେହେରା // ବନ୍ଧୁଗାଁ ତା ୨୪/୧): କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗସ୍ତରେ ଆଜି ଓଡିଶା…