ବୌଦ୍ଧ ଜିଲ୍ଲା ରେ ବାତ୍ୟା (ୟାସ )ର ପ୍ରଭାବ

ରିପୋର୍ଟ : ସୁଶାନ୍ତ ବେହେରା //

ବୌଦ୍ଧ, ହରଭଙ୍ଗା(25/05): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଜଡ ବାତ୍ୟା “ୟାସ “ର ପ୍ରଭାବ ଆଜି ବୌଦ୍ଧ ଜିଲ୍ଲାରେ ଅନୁଭୂତ ହୋଇଛି l

ସକାଳରୁ ଆକାଶ ପୁରା ମେଘାଚ୍ଛନ୍ନ ଥିବା ସହ କିଛି ବି ଗ୍ରୀଷ୍ମ ପ୍ରଭାବ ଅନୁଭୂତ ହେଉନଥିଲା ଜିଲ୍ଲା ରେ!ପବନ ବହିବା ସହିତ କିଛି କିଛି ସ୍ଥାନରେ ସନ୍ଧ୍ୟା 4ଟା ରୁ ଝିପି ଝିପି ବର୍ଷା ଅନୁଭୂତ ହେଉଥିଲା l କିନ୍ତୁ ସନ୍ଧ୍ୟା 5ଟା ରୁ ହରଭଙ୍ଗା ବ୍ଲକ ରେ ଅନବରତ ଝିପି ଝିପି ବର୍ଷା ଲାଗିରହିଛି l

Welcome to Odisha News24

error: Content is protected !!
%d bloggers like this: