୯୫ ଜଣଙ୍କୁ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ

ରିପୋର୍ଟ: ଅକ୍ଷୟ ପୀଡ଼ିସିକା //
କଲ୍ୟାଣ ସିଂହପୁର( ତା- ୮-୨-୨୧): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସମିତି କାର୍ଯ୍ୟାଳୟ ର ସଦଭାବନା ଗୃହରେ ବିଧବା, ବିକଳାଙ୍ଗ ଓବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ରହି ଭତ୍ତା ବଣ୍ଟନ କରନ୍ତି । ଏଥିରେବ୍ଲକ ଅଧ୍ୟକ୍ଷ ଯୋଗେନ୍ଦ୍ର ୱାଡ଼କା, ଗୋଷ୍ଟି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଉପସ୍ଥିତ ରହି ଥିଲେ ।୩ଟି ବିକଳାଙ୍ଗ, ୭୫ଟି ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଓ ୧୭ଟି ମଧୁବାବୁ ପେନସନ ବଣ୍ଟନ କରାଯାଇଛି । ଏହାକୁ ଏ ସି ଇ ଓ ଏସିଓ ଶବର ପରିଚାଳନା କରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: