୩୨୬ ଜାତୀୟ ରାଜପଥ ବୈପାରୀଗୁଡା ମୁଖ୍ୟ ରାସ୍ତା ଅବରୋଧ କଲେ ଚାଷୀ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରିଗୁଡା(୨୦/୧): ବୈପାରୀଗୁଡା ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଆଜି ଚାଷୀମାନେ ବୈପାରୀଗୁଡା ମୁଖ୍ୟ ଛକ ଅବରୋଧ କରିଛନ୍ତି l

ଶତାଧିକ ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି l ବୈପାରୀଗୁଡା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ନ ଉଠିବାରୁ ଏହି ଆନ୍ଦୋଳନ କରିଥିବା ଜଣାପଡୁଛି l ବୈପାରୀଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ଚାଷୀଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: