ହାଇୱା ଧକ୍କାରେ ବାଇକ ଆରୋହି ମୃତ, ହାଇୱା ଫେରାର

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ସୁବର୍ଣ୍ଣପୁର (୨୮/୦୫): ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଛକରେ ହାଇୱା ଧକ୍କାରେ ବାଇକ ଆରୋହି ମୃତ । ମୃତକ ଜଣକ ଜାମପାଲି ଗାଁର ମୁକୁନ୍ଦ ମେହେର । ବାଇକ ପଛରୁ ପିଟି ହାଇୱା ଫେରାର ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: