ସେବା ସଂସ୍ଥା ପକ୍ଷରୁ ୨ଗୋଟି ପଞ୍ଚାୟତର ୧୦୦ ଜଣ ଭିନ୍ନକ୍ଷମଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ ଏବଂ ସଚେତନତା ବାର୍ତ୍ତା

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା ୩ /୦୬/୨୧): ମୁରିବାହାଲ ବ୍ଲକ ହଳଦୀ ଗ୍ରାମ ପଞ୍ଚାୟତ ଓ ବିଟାବନ୍ଦ ଗ୍ରାମ ପଞ୍ଚାୟତ ୨ଗୋଟି ଗ୍ରାମ ପଞ୍ଚାୟତର ୧୦୦ଜଣ ଭିନ୍ନକ୍ଷମଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ସହିତ ସଚେତନତା ବାର୍ତ୍ତା ଦେଇଥିଲେ |

ହଳଦୀ ପଞ୍ଚାୟତ ପୁଡିଶରା, ଚାଉଲଫପଡା, ଯମୁନା, ବିଟାବନ୍ଦ ପଞ୍ଚାୟତ ଘଣ୍ଟବାହାଲ ଗାଁ ମାନଙ୍କରେ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ କରିଥିଲେ | ସେବା ସଂସ୍ଥାନର ମୁଖ୍ୟ ଡିଙ୍ଗର ତାଣ୍ଡି ଓ ସଭାପତି ଟିକେଶ୍ୱର ନନ୍ଦ ସହ ଗ୍ରାମର ୱାର୍ଡ ମେମ୍ବର ଉପସ୍ଥିତ ଥିଲେ |

Welcome to Odisha News24

error: Content is protected !!
%d bloggers like this: