ସି ପି ଏମ ଦଳର ଆଲୋଚନା ବୈଠକ, ବନ୍ଧୁଗାଁ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୨୯/୧/୨୧): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ଆଲୋମଣ୍ଡା ଗ୍ରାମ ପଞ୍ଚାୟତର ଟିକରପୋଡା ଗ୍ରାମ ଠାରେ ଆଜି ସି ପି ଏମ ଦଳର ଆଲୋଚନା ବୈଠକ ହୋଇଯାଇଛି I ଆଜିର ଏହି ବୈଠକରେ କୋରାପୁଟ ଜିଲ୍ଲା ସି ପି ଏମ କାଉନସିଲ ଶ୍ରୀ ଯୁଧିଷ୍ଠିର ରାହୁଳ ମୁଖ୍ୟ ପ୍ରବକ୍ତା ଭାବରେ ଜଗ ଦେଇଥିଲେ | ଆଜିର ଆଲୋଚନା ବୈଠକ ବନ୍ଧୁଗାଁ ବ୍ଲକର ସି ପି ଏମ ସଭାପତି ଲଷ୍ମୀନାରାୟଣ ସାହୁଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା |

ଆଗାମୀ ତ୍ରି ସ୍ତୋରୀୟ ନିର୍ବାଚନ ପାଇଁ ଦୋଳିୟ କର୍ମୀ ବୃନ୍ଦଙ୍କୁ ଆଜି ଏକ ତ୍ରିତ କରି ଶ୍ରୀ ରାହୁଳ ଉପସ୍ଥିତ କର୍ମୀ ମାଙ୍କୁ କିଛି ଉପଦେଶ ଦେଇଥିଲେ | ବନ୍ଧୁଗାଁ ବ୍ଲକରେ କେଉଁ ପଟୋକାର ଭାବରେ ଲୋକଙ୍କ ଚାଲି ଚଳନି ଓ କେଉଁ ପ୍ରକାର ଭାବରେ ଅନ୍ୟାନ୍ୟ ଦଳ ଲୋକେ ନିଜ ଦଳ ପାଇଁ କିପରି ଭାବରେ ଏକ ହୋଇ କାମ କରି ଦଳକୁ ମୋଜଭୁତ କରି ପାରୁଛନ୍ତି | ସେହି ଭାବରେ ଆମ୍ଭେ ମଧ୍ୟ ଆମ ଦଳ ପାଇଁ ଏକତ୍ରିତ ଭାବରେ ମିଳିମିଶି ଗ୍ରାମ ମାନଙ୍କରେ ରହିଥିବା ଲୋକଙ୍କ ସମସ୍ୟା ବୁଝିବାକୁ ଓ ସେମାଙ୍କୁ ଆମର ସାହାଯ୍ୟ ଆବଶ୍ୟକ ଓ କୋଣସି ଲୋକଙ୍କ ସମୟ ବୁଝିବାକୁ ଅନ୍ୟାନ୍ୟ ସମସ୍ୟାକୁ ସମାଧାନ କରି ନିଜ ଦଳର କର୍ମୀଙ୍କୁ ହୋତାସ କରିବା ଏପରି ଭାବରେ ଅନେକ ବିଷୟକୁ ନେଇ ଆଲୋଚନା କରିଥିଲେ | ଆଜିର ଆଲଚନାରେ ମେଲେକା ପାରେଆ, ମେଲେକା ସାନି, ମେଲେକା ଆନ୍ଦ୍ରୁ,ମେଲେକା ମାଲି, ମେଲେକା ନାରେୟା ଓ ଅଞ୍ଚଳର ପ୍ରାୟ ୨୦୦କର୍ମୀ ପରିସର ଠାରେ ଉପସ୍ଥିତ ହୋଇଥିଲେ I

Welcome to Odisha News24

error: Content is protected !!
%d bloggers like this: