ସାମାଜିକ ସଂଗଠନ ଦ୍ୱାରା ରନ୍ଧାଖାଦ୍ୟ ବଣ୍ଟନ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୬/୦୫): ଆଜି ଫ୍ରେଣ୍ଡସିଫ୍ କ୍ଲବ୍ ବୌଦ୍ଧ ତରଫରୁ ବୁଦ୍ଧ ପୂର୍ଣିମା ଅବସରରେ ଆଜିର କାର୍ଯ୍ୟକ୍ରମ ପରିଚାଳକ ସଂଚାଳକ ସୁବ୍ରତ କୁମାର ପୁରୋହିତଙ୍କ ନେତୃତ୍ବରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି |

ବୁଦ୍ଧ ପୂର୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅସହାୟ,ଦିନ ମଜୁରିଆଙ୍କ ପରିବାର ପାଇଁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ସମ୍ପାଦକ ତୋଫାନ ପରିଡ଼ା, ସହସମ୍ପାଦକ ସମ୍ୟକ୍ ନାୟକ, ଅବଦୁଲ ଆସିଫ୍ ଖାଁ, ଅଂଶୁମାନ ହୋତା ଉପସ୍ଥିତ ଥିଲେ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: