ସର୍ଚ୍ଚ ଅପରେସନ ବେଳେ ଜବତ ହେଲା ବ୍ୟାପକ ମାଓ ସାମଗ୍ରୀ

ରିପୋର୍ଟ: ରାଜକମଲ ପୁରୋହିତ //
ମାଲକାନଗିରି ୯୦୫/୦୨): ମାଲକାନଗିରି ଜ଼ୀଲ୍ଲା ପିପାଳପଦର ନିକଟରୁ ଜବତ ହେଲା ବ୍ୟାପକ ମାଓ ସାମଗ୍ରୀ । BSF ର ସର୍ଚ୍ଚ ଅପରେସନ ବେଳ ଏହି ସାମଗ୍ରୀ ଗୁଡିକ ଜବତ ହୋଇଛି ।

ଗତକାଲି dyke -3 ସ୍ଥିତ ୧୪୪ ବାଟାଲିୟନ BSF ଙ୍କ ଦ୍ଵାରା ସମ୍ପୃକ୍ତ ଅଂଚଳରେ ଓ ପିପାଳପଦର BSF ଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ବଡ ସଫଳତା ମିଳିଛି । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ବ୍ୟାପକ ଡେଟନେଟର, ଗୋଳବାରୁଦ ଓ ମାଓବାଦୀଙ୍କ ନିତ୍ୟ ବ୍ୟବହାର ସାମଗ୍ରୀ ରହିଛି ।

Welcome to Odisha News24

error: Content is protected !!
%d bloggers like this: