ସାଧାରଣ ଜନତାଙ୍କ ସ୍ୱର

ସବଡିଭିଜନ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ୱେବ ରିପୋର୍ଟର : ଲୋକନାଥ ସାହୁ //
ଗୁଡାରି (୧୭/୦୧): ଗୁଡାରୀ ବ୍ଲକ୍ ସିରିଗୁଡା ଗ୍ରାମପଞ୍ଚାୟତର ବଡ଼ପଙ୍କାଳ ଠାରେ ସବଡିଭିଜନ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିଲା ।dcca5776 94c8 4910 a962 04e15b9b15f7

ସେଠାରେ ମୁଖ୍ୟ ଅତିଥି ଭାବେ ଆମ ବିଧାୟକ ଶ୍ରୀ ରଘୁନାଥ ଗୋମାଙ୍ଗ ଓ ସନମାନିତ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସମ୍ପାଦକ ଶ୍ରୀ ଗଗନ ଆଚାର୍ଯ୍ୟ ଙ୍କ ସହିତ ଗୁଡାରୀ ବ୍ଲକ ର ସନ୍ତୋଷ ମହାନ୍ତି ,ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ କେଦାର ସାହୁ ,ସମ୍ପାଦକ ଅମର ନାଥ ଲିମା, ବ୍ଲକ ସଭାପତି ଅର୍ଜୁନ ସମ୍ବୁଟିକା, ଏନଏସି ଯୁବ ସଭାପତି ସୁଶୀଲ ଗୁରୁ ,ଟୁନା ଗୌଡ଼, ଏମ ପ୍ରସାଦ ରାଓ,ପଦ୍ମନ ବିରଳେଇ,ବିର ସମ୍ବୁଟିକା,ଙ୍କ ସହିତ ସବୁ ଦଳୀୟକର୍ମୀ ମାନେ ଯୋଗଦେଇଥିଲେ । ସେଠାରେ ସମସ୍ତଙ୍କୁ ବହୁ ଆଡମ୍ବର ସହିତ ପାଛୋଟି ନେଇ ସୁନ୍ଦର ଭାବେ ପରିଚାଳନା କରିଥିଲେ ।

Welcome to Odisha News24

%d bloggers like this: