ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ (୨୭/୦୩): ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଦ୍ୱାରା ବୌଦ୍ଧ ଜିଲ୍ଲାର ବାର୍ଷିକ ଉତ୍ସବ ଅବସରରେ ୨୭/୩ ଓ ୨୮/୩ ଦୁଇଦିନ ଧରି ବୌଦ୍ଧ ଟାଉନ ହଲ ଠାରେ ଅନୁଷ୍ଠିତ ହେଉଛି ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା |

ବୌଦ୍ଧ ଜିଲ୍ଲାର କବି, ଲେଖକ, ଅନୁଷ୍ଠାନ ମାନଙ୍କରେ ପ୍ରକାଶିତ ପୁସ୍ତକ ଓ ପତ୍ରପତ୍ରିକା ଏହି ଉତ୍ସବ ବରେ ପ୍ରଦର୍ଶନୀ ହେବାକୁ ଯାଉଛି |

Welcome to Odisha News24

error: Content is protected !!
%d bloggers like this: