ଶୋଚନୀୟ ଅବସ୍ଥାରେ ପଡିରହିଛି ପ୍ରଧାନମନ୍ତ୍ରୀ ସଡକ ରାସ୍ତା

ରିପୋର୍ଟ: ସୁଶାନ୍ତ ବେହେରା //
ବୋୖଦ୍ଧ (୦୩/୦୬): ସରକାର ତୃଣମୁଳ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ବାହାର କରୁଛନ୍ତି । ଏହିଭଳି ରାସ୍ତାଘାଟ ଠାରୁ ଆରମ୍ଭ କରି , ଆବାସଘର, ଶିକ୍ଷ।ନୁଷ୍ଠାନ, ଆବଶ୍ୟକ ଭଳି ଚିକିତ୍ସାଳୟ ମାନ ମଧ୍ୟ ଖୋଲିଚାଲିଛନ୍ତି। ଏହିଭଳି ଘଟଣା ଦେଖିବାକୁ ମିଳୁଛି ଶଗଡା ଛକଠାରୁ ସଂଜଗ ହୋଇଥିବା ବାଘବ୍ୟ।ରେଜ ଡେମ ପର୍ଯ୍ୟନ୍ତ | ଅତି ଶୋଚନୀୟ ଅବସ୍ଥାରେ ପଡିରହିଛି ଏହି ପ୍ରଧାନମନ୍ତ୍ରୀ ସଡକ ରାସ୍ତା ।

ଏ ରାସ୍ତାଦେଇ ଅନେକ ଜନସାଧାରଣ ଏହି ବାଘବ୍ୟାରେଜକୁ ବୁଲି ଆସିବା ସହ ଏହି ଡେମକୁ ମଧ୍ୟ ଲୋକେ ବୁଲି ଆସିଥାନ୍ତି । ଯଦି ଏହି ପ୍ରଧାନମନ୍ତ୍ରୀ ରାସ୍ତାର ସ୍ଥାନେ ସ୍ଥାନେ ଖାଲଖମାରେ ପରିଣତ ହେବା ସହ ମେଟାଲ ଗୁଡିକ ବାହାରି ବାହାରି ରହିଥିବା ଯୋଗୁଁ ଯାତାୟତ କରୁଥିବା ସାଇକେଲ ଓ ବାଇକ ଆରୋହି ମାନେ ରାସ୍ତାରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହିଭଳି ଟାୟାର ଟ୍ୟୁବ ମଧ୍ୟ ପେଚ ହେବା ସହ ଫୁଟିଯାଇଛି । ତୁରନ୍ତ ଏ ରାସ୍ତା ଉପରେ ପ୍ରଶାସନ ନଜର ଦେବାପାଇଁ ଦାବି ହେଉଛି |

Welcome to Odisha News24

error: Content is protected !!
%d bloggers like this: