ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ରିପୋର୍ଟ: କୈଳାସମାଳ ବିଶୋଇ //
ଚନ୍ଦ୍ରଫୁର ୪/୧୨/ ଏସ ଏସ୍ ଡି ଚନ୍ଦ୍ରପୁର ଉଚ୍ଚ ବାଳକ ବିଦ୍ୟାଳୟରେ ବିଦାୟ କାଳୀନ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବର୍ତମାନର ବାଗମାରୀ ଉଚ୍ଚ ବିଦ୍ୟାଳୟ, ଗଜପତି ଜିଲ୍ଲାର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଚକ୍ରପାଣି ରତ୍ନଲୁ, ଏବଂ ବିଦ୍ୟାଳୟରେ ପୂର୍ବତନ ଶିକ୍ଷକ, ତଥା ବର୍ତମାନର କାର୍ଯ୍ୟରତ ପ୍ରଧାନ ସେବକ ଶ୍ରୀ କମଲ୍ ନାଗ ବଂଶୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଗଲା। ଉକ୍ତ ସଭାକୁ ବିଦ୍ୟାଳୟର ଶିକ୍ଷକ ତଥା ଜିଲ୍ଲା ଶିକ୍ଷକ ସଂଘର ଉପ ସଭାପତି ଶ୍ରୀ ଯୁକ୍ତ ପ୍ରଦୀପ କୁମାର ଚୌଧୁରୀ ପରିଚାଳନା କରିଥିଲେ।
ଶେଷରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ପ୍ରତାପ ଜେନା ଧନ୍ୟବାଦ୍ ପ୍ରଦାନ କରିଥିଲେ।

Welcome to Odisha News24

error: Content is protected !!
%d bloggers like this: