ରାୟଗଡା ଜିଲ୍ଲାପାଳ ବିଷମକଟକ ଓ ମୁନିଗୁଡା ଗ୍ରସ୍ତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା(୧୬/୧୨): ରାୟଗଡ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗତ ତା ୧୪.୧୨.୨୦ ରିଖରେ ବିଷମ କଟକ ଓ ମୁନିଗୁଡ଼ା ବ୍ଳକ ଅଂଚଳ ପରିଦର୍ଶନ କରିଥିଲେ।

ଏହି ପରିଦର୍ଶନ ସମୟରେ ବିଷମ କଟକ ଜେଲଖାନା ଓ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।ଏହାବ୍ୟତିତ ମୁନିଗୁଡ଼ାରେ ଗ୍ରାମୀଣ ବଜାର ଉଦ୍ଘାଟନ କରିବା ସହ ଓଡିଶା ଜୀବିକା ମିଶନ ତରଫରୁ ଆୟୋଜିତ ଅଂକୁର ,ନିର୍ମଳ ଓ ଶିକ୍ଷା ସମୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନସଂସ୍ଥା ପ୍ରକଳ୍ପନିର୍ଦ୍ଧେଶକ ଶ୍ରୀ ଅମୃତରୁତୁରାଜ ଓ ବ୍ଳକ ବିଡିଓ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ।

Welcome to Odisha News24

error: Content is protected !!
%d bloggers like this: