ରାଜୀବ1ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକଦିବସ ପାଳିତ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର-ତା-୨୧-୫-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କଂଗ୍ରେସ ଦଳ ପକ୍ଷରୁ ରାଜୀବ ଗାନ୍ଧୀ (ମୃତ୍ୟୁ) ତିରୋଧାନ ଦିବସ ଅବସରରେ ଗରିବ ଅସହାୟ ଲୋକଙ୍କୁ ତୁଣ୍ଡି ଓ ଶୁଖିଲା ଖାଦ୍ୟ ବଣ୍ଟନ କରଯାଇଛି ।

ଏ ଅବସରରେ କଂଗ୍ରେସ ଦଳର ବ୍ଲକ ସଭାପତି କୋଟା ସୁରିୟା ରାଓ, ବ୍ଲକଅଧକ୍ଷ ଯୋଗେନ୍ଦ୍ର ୱାଡକା,ପିସିସି ସଦସ୍ୟ ରମେଶ ଚନ୍ଦ୍ର ତ୍ରିପାଠୀ,ଯୁବ କଂଗ୍ରେସ ଦଳରକର୍ମ କର୍ତ୍ତା ମାନେ ଉପସ୍ଥିତ ରହି ବୁଡ଼ାଗୁଡା ପଞ୍ଚାୟତର କୁମ୍ଭାରଗୁଡା ଠାରେ ଥିବା ଗରିବ ଅସହାୟଶ୍ରେଣୀର ପ୍ରାୟ୫୦ ପରିବାର କୁ ତୁଣ୍ଡି ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।କରୋନା ମହାମାରୀ କୁ ଦୃଷ୍ଟି ରେ ରଖିଏହି କାର୍ଯ୍ୟକ୍ରମ କରାଯାଇଛି ବୋଲି ବ୍ଲକ କଂଗ୍ରେସ ସଭାପତି କହିଛନ୍ତି |

Welcome to Odisha News24

error: Content is protected !!
%d bloggers like this: