ସାଧାରଣ ଜନତାଙ୍କ ସ୍ୱର

ରକ୍ତଦାନ ସେବାରେ ସେଞ୍ଚୁରୀ ମାରୁଛନ୍ତି ଦେବାଶିଷ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୩/୦୩): ନୂଆ ଦିଗଦର୍ଶନ ଓ ରକ୍ତଦାନ କରି ନୂଆ ଜୀବନ ଦେଇଆସୁଥିବା, ସମାଜ ସେବି ବୌଦ୍ଧ ଜିଲ୍ଲାର ଗୌରବ ଆଣିଛନ୍ତି | ସେ ହେଉଛନ୍ତି ଯୋଗଗୁରୁ ଦେବାଶିଷ ପୁରୋହିତ | ଅନ୍ୟ ନାମରେ ବହୁ ପରିଚିତ ଯୋଗ ଗୁରୁ |2dbaef0e 2dc3 42b9 90f9 9956c7e3eda8

ଅସମୟରେ ଅସହାୟ ଲୋକଙ୍କୁ ୯୯ ଥର ରକ୍ତଦାନ କରି ଦେବଦୁତ ସାଜିଛନ୍ତି ଏହି ମହାନ ପୁରୁଷ | ସାକ୍ଷାତ୍କାର ରେ କହିଛନ୍ତି ଜୀବନ ଥିବା ପର୍ଯ୍ୟନ୍ତ ଏମିତି ରକ୍ତଦାନ କରି ଦୁଃଖୀ ଅସହାୟ ବ୍ୟକ୍ତିଙ୍କୁ ସେବା କରି ଜୀବନ ବିତାଇ ଦେବା ପାଇଁ | ସେଥିପାଇଁ ସମସ୍ତ ବୌଦ୍ଧ ଜନସାଧାରଣ ଏହି ମହାନ ପୁରୁଷକୁ ସଞ୍ଚୁରୀ ମ୍ୟାନ ନାମରେ ନାମିତ କରିସାରିଛନ୍ତି |

Welcome to Odisha News24

%d bloggers like this: