ସାଧାରଣ ଜନତାଙ୍କ ସ୍ୱର

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜଙ୍ଗଲ ବିଭାଗର ଦୁଇ ୨ଟି ମୋବାଇଲ ଆପ

ରିପୋର୍ଟ: ସନ୍ତୋଷ କୁମାର ନାୟକ //
ଭୁବନେଶ୍ୱର, ତା୨୯-୦୧): ଦୁଇଟି ଦୁଇଟି ମୋବାଇଲ ଆପ ଦ୍ୱାରା ବନୀକରଣ ଉପରେ ସବିଶେଷ ତଥ୍ୟ ସହ ଲୋକଙ୍କ ମତାମତ ସଂଗ୍ରହ ଓ ଜଙ୍ଗଲ ଜମି ସଂପର୍କିତ ସମସ୍ତ ପ୍ରଶାସନିକ ତଥ୍ୟ ଏବଂ ସୂଚନା ପ୍ରଦାନ ଆହୁରି ସହଜ ହେବ।IMG 20210129 WA0010

୫-T ଓ ମୋ ସରକାର ଅଧୀନରେ ଉନ୍ନତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଙ୍ଗଲ ଓ ପରିବେଶ ବିଭାଗର ୨ଟି ମୋବାଇଲ୍ ଆପ୍ ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ବନୀକରଣ ଉପରେ ସବିଶେଷ ତଥ୍ୟ ସହ ଲୋକଙ୍କ ମତାମତ ସଂଗ୍ରହ ଓ ଜଙ୍ଗଲ ଜମି ସଂପର୍କିତ ସମସ୍ତ ପ୍ରଶାସନିକ ତଥ୍ୟ ଏବଂ ସୂଚନା ପ୍ରଦାନ ଆହୁରି ସହଜ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ୫ଟା ସମୟରେ ଏହି ୨ଟି ମୋବାଇଲ ଆପକୁ ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଯାହା ଦ୍ୱାରା ଲୋକମାନେ ଜଙ୍ଗଲ ଓ ପରିବେଶ ବିଷୟରେ ଅଧିକ କିଛି ଜାଣିବା ସହିତ ଏହି ଯୋଜନା ମାଧ୍ୟମରେ ଅଧିକ ଉପକୃତ ହେବେ ।odisha forest

Welcome to Odisha News24

%d bloggers like this: