ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଓଲଟି ପଡିଲା କୁଣ୍ଡା ବୋଝେଇ ଟ୍ରକ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୩/୬): ବିନିକା – ଏସ ରାମପୁର ମୁଖ୍ୟ ରାସ୍ତାର ବିଶାଳପାଲି ଛକ ନିକଟରେ ବରଗଡ଼ ଆଡ଼କୁ ଯାଉଥିବା ଏକ ମାଲବାହୀ କୁଣ୍ଡା ବୋଝେଇ ଟ୍ରକ ବିଶାଳ ପାଳି ଛକ ନିକଟରେ ଭାରସାମ୍ୟ ହରାଇ ଆଜି ଭୋର ସକାଳୁ ରାସ୍ତା ପାର୍ଶ୍ବରେ ଓଲଟି ପଡ଼ିଥିଲା ।

ଏଥିରେ ଡ୍ରାଇଭର ଓ ହେଳପର ଅଳ୍ପକେ ବର୍ତ୍ତି ଯାଇଛନ୍ତି l ଗାଡ଼ିରେ ଥିବା କୁଣ୍ଡାବସ୍ତା ଏଣେ ତେଣେ ବିଛାଡି ହୋଇ ପଡି ଥିବା ଦେଖିବାକୁ ମିଳିଛି |

Welcome to Odisha News24

error: Content is protected !!
%d bloggers like this: