ଭାରସାମ୍ୟ ହରାଇ ବାଇକରୁ ପଡ଼ି ଯୁବକ ଗୁରୁତର

ୱେବ ରିପୋର୍ଟର – ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାସିଂହପୁର (ତା ୨୦.୧): ରାୟଗଡ଼ା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ସୁନଖଣ୍ଡି ପଞ୍ଚାୟତ ର ବାମନ ଗୁଡ଼ା ନିକଟସ୍ଥ କଲ ଭେଟ ଠାରେ ଭାର ସାମ୍ୟାହରାଇ ବାଇକରେ ପଡ଼ି ଯୁବକ ସାଲେବନ୍ ବାଗ ( ୩୦) ଗୁରୁତର ।

ସୂଚନା ଅନୁଯାୟୀ ୮ଘଣ୍ଟା ସମୟ ରେ ପ୍ରଧାନିଗୁଡ଼ା ଠାରୁ ଶାଶୁ ଘର ମୁନିଗୁଡା ଏକ ବାଇକ୍ ଓଡ଼ି ୧୮ଏ ୭୪୫୩ ଯାଉଥିବା ବେଳେ ଭାର ସାମ୍ୟହରାଇ ରାସ୍ତାରେ ପଢିଥିଲା । ଉକ୍ତ ରାସ୍ତା ଦେଇ ଆସୁଥିବା ଲୋକ ମାନେ ପୁଲିସକୁ ଦୁର୍ଘଟଣା ମୃତ୍ୟ ସୂଚନା ଦେଇଥିଲେ। ଉକ୍ତ ସୂଚନା ପାଇପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଟି ଜୀବିତ ଜାଣି ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚିଥିଲେ। ଏଠାରେ ଡକ୍ଟର ସମ୍ୟ ରଞ୍ଜନ ଜେନା ପ୍ରାଥମିକ ଚିକିତ୍ସା କରି ମୁଖ୍ୟ ଚିକିତ୍ସା ଳୟ କୁ ପଠାଇଥିଲେ।

Welcome to Odisha News24

error: Content is protected !!
%d bloggers like this: