ସାଧାରଣ ଜନତାଙ୍କ ସ୍ୱର

ଭାରତୀୟ ଷ୍ଟେଟବ୍ୟାଙ୍କରେ ଗ୍ରାହକଙ୍କ ଭିଡ

ରିପୋର୍ଟ: ଅକ୍ଷୟ ପୀଡ଼ିସିକା //
କଲ୍ୟାଣସିଂହପୁର-ତା ୩-୫-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ରେ ସୋମବାର ଦିନ ପ୍ରବଳ ଭିଡ ପରିଲକ୍ଷିତ ହେଉଛି ।709a1348 a041 46d3 9fac d5c4d4448840

ଦ୍ୱିତୀୟ ପର୍ଯ୍ୟାୟରେ କରୋନା ମହାମାରୀ ଧିରେ ଧିରେ ବଡିଚାଲି ଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଶନିବାର ଓ ରବିବାର ଦିନ କାର୍ଯ୍ୟାଳୟ, ବ୍ୟାଙ୍କ, ଯାତ୍ରୀବାହୀବସ ବନ୍ଦ କରିବା ପାଇଁ କୁହାଯାଇଥିଲା । ତେଣୁ ଏସବୁ ବନ୍ଦ ରହିଥିବାରୁ ସୋମବାର ଦିନ ଖୋଲା ଯାଇଥିବାରୁ ନିୟମଗିରି ପାହାଡର ଡଙ୍ଗରିଆ ଯୁବକ ଯୁବତୀ, ଅଞ୍ଚଳ ର ଗ୍ରାହକ ମାନଙ୍କ ଭିଡ ଲାଗିଥିଲା । ଏଥିରେ ତୁଣ୍ଡି ଲଗାଇନଥିବା ,ସାମାଜିକ ଦୂରତାରେ ରହୁନଥିଲେ ।ଏବଂ ବ୍ୟାଙ୍କ ସମ୍ମୁଖରେ ଭିଡ ଜମାଇଥିବାରୁ ଶାଖା ପରିଚାଳକ କହିବା ସତ୍ତ୍ୱେ ଶୁଣୁ ନଥିବାରୁ ଥାନାକୁ ଯୋଗାଯୋଗ କରିଥିଲେ । ପୋଲିସ ପହଞ୍ଚି ଗ୍ରାହକଙ୍କୁ ଭିଡ ନ କରିବାକୁ କହିଥିଲେ ।

Welcome to Odisha News24

%d bloggers like this: