ଭଲିବଲ୍ ଟର୍ନାମେଣ୍ଟରେ ଭାଲୁମେଟା ବିଜୟୀ

ରିପୋର୍ଟ: ଲୋକନାଥ ସାହୁ //
ଗୁଡାରି (୨୯/୦୧): ଗୁଡ଼ାରୀ କଦମା ପଞ୍ଚାୟତ ଅନୁଗୁରୁଠି ଗ୍ରାମରେ ଭଲିବଲ୍ ଟର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଜେଡି ଜିଲ୍ଲା ସଂପାଦକ ତଥା ଏମ୍ ପି ପ୍ରତନିଧି ଶ୍ରୀ କେ ରାମକ୍ରିଷ୍ଣା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |

ଏଥିରେ ନିଳାଗୁଡା,ଲୁହାଗୁମି, ଆଡ୍ଡା,କରଲାଗୁଡି,ଶିଂପୁର୍,ଲଦିଗୁଡା, କଦମା, ରାମଗିରି,ସିଦ୍ଧାଗୁଡା,ପେରପାଂଗ,ପାରିକୁପୁଡା,ଅନୁଗୁରୁଠି ମୋଟ ୧୨ଟି ଦଳଭାଗ ନେଇ ଥିଲେ ଭାଲୁମେଟା ଓ ସାକୁଡୁବାଜୁ ମଧ୍ୟରେ ଫାଇନାଲ ରେ ପହଞ୍ଚି ଦମଦାର ଲଢେଇ ହୋଇ ଭାଲୁମେଟା ଟିମ୍ ବିଜୟୀ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭଗବତ ନାୟକ ଉତ୍ସାହିତ କରିଥିଲେ ଏବଂ କରନ ଗରଡିଆ, ମାଝୀ ଗରଡିଆ,ସିଦ୍ଧାନ୍ତ ବିଭାର୍ ସୁଶାନ୍ତ ପାଲକା, ନିତ୍ୟାନନ୍ଦ ମହାନନ୍ଦିଆ,ଜଗା ଗରଡିଆ ପ୍ରମୁଖ ପରିଚାଳନା କରିଥିଲେ l

Welcome to Odisha News24

error: Content is protected !!
%d bloggers like this: