ଭରସାମ୍ୟ ହରାଇ ଓଲଟିଲା ଟ୍ରକ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ (୦୪/୦୫): ଜାତୀୟ ରାଜପଥ ୫୭ ରେ ଚାରିଛକ କରଡ଼ାକୋଠା ନିକଟରେ ବଲଵାହୀ ଟ୍ରକ ରାସ୍ତା ଉପରେ ଓଲଟି ଯାଇଥିବାରସୂଚନା ମିଳିଛି |

କରଡ଼ାକୋଠା ବୁଲାଣିରେ ଜି. କେ.୦୯ ଏ. ୟୁ.୩୨୩୭ ନମ୍ବର ଥିବା ମାଲବାହି ଟ୍ରକ ଭାରସାମ୍ୟ ରକ୍ଷା କରି ନ ପାରିବାରୁ ରାସ୍ତା ଉପରେ ଓଲଟି ପଡିଛି | ଦୁର୍ଘଟଣାରେ ଡ୍ରାଇଭର ସମେତ ଅନ୍ୟ କାହାରି ବି କିଛି କ୍ଷତି ହୋଇ ନ ଥିବାର ଜଣା ପଡିଛି | ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ଯାଇ ତଦନ୍ତ କରିଛି |

Welcome to Odisha News24

error: Content is protected !!
%d bloggers like this: