ବ୍ରିଟେନ ଫେରନ୍ତା ଖୋଲାଖୋଲି ବୁଲିଲେ ବି ସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ନାହିଁ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୨୮-୧୨): ବ୍ରିଟେନ ରୁ କରନା ଭୁତାଣୁ ଚିହ୍ନଟ ହେଲା ପରେ ସେଠାରୁ ଫେରି ଥିବା ଲୋକମାନଙ୍କ ଠିକଣା ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ ନଭେମ୍ବର ୩୦ ରୁ ଡ଼ିସେମ୍ବର ୨୧ ଭିତରେ ୧୮୧ ଜଣ ଫେରିଛନ୍ତି |

ସେମାନଙ୍କ ଭିତରୁ ୧୧୯ ଜଣଙ୍କ ପଟା ମିଳିଥିବା ସ୍ୱାସ୍ଥ୍ୟ ଭିଭାଗ ସୁଚନା ଦେଇଛି | ସେମାନଙ୍କ ମଧ୍ୟରୁ ୬ ଜଣ ପୋସିଟିଭ ଚିହ୍ନଟ ହେଇଚନ୍ତି, ୬୨ ଜଣ ଭୁଲ ନମ୍ବର ଭୁଲ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କ ରେ ସୁଚନା ମିଳିପାରି ନାହିଁ ।

Welcome to Odisha News24

error: Content is protected !!
%d bloggers like this: