ବୌଦ୍ଧ ଜିଲ୍ଲାରେ ୩୨୩ ଦେବଗଡ଼ରେ ସର୍ବାଧିକ ୧୪୮ ପଜିଟିଭ ଚି଼ହ୍ନଟ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୦/୦୫): ବୌଦ୍ଧ ଜିଲ୍ଲାରେ ଆଜି କରୋନା ସଂକ୍ରମିତ ହାର ୩୨୩ କୁ ଛୁଇଥିବା ବେଳେ ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଦେବଗଡ଼ ଗାଁରେ ଏହି ସଂକ୍ରମିତ ହାର ଜିଲ୍ଲାର ସର୍ବାଧିକ ୧୪୮ ଜଣ ବୋଲି ଜିଲ୍ଲା ସୂଚନା ଅଧିକାରୀଙ୍କ ଡେଲି ରିପୋର୍ଟ ରୁ ସୂଚନା ମିଳିଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: