ବୌଦ୍ଧ ଜିଲ୍ଲାରେ ୨୦୯ ଥିବାବେଳେ ଶଗଡା ପଂଚାୟତ ହିଟ ଲିଷ୍ଟରେ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୩୧/୦୫): ଜିଲ୍ଲାର କରୋନା ଡେଲି ରିପୋର୍ଟ ଅନୁଯାଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତିକାନ୍ତ ବୋଳିୟାରସିଂହ ଙ୍କ ତଥ୍ୟ ଅନୁମୋଦନରେ ଦୈନିକ କରୋନା ସ୍ଥିତି ଜଣାପଡିଛି |

ତଦନୁସାରେ ବୌଦ୍ଧ ବ୍ଲକର ଆମଝୋରୀ ପଞ୍ଚାୟତର ଖଜୁରୀପଡା ଗ୍ରାମର ୧ଜଣ, ବଢ଼ିଙ୍ଗା ପଞ୍ଚାୟତର ବଢିଗାଁ ରୁ ୪ ଜଣ, ବହିରା ପଞ୍ଚାୟତର ସଦେଇପୁର ରୁ ଜଣେ, ବଘିଆପଡା ପଞ୍ଚାୟତ ର ବୋଘିଆପଡା ଗାଁରୁ ୨ ଜଣ, ବାଉଁଶିନୀ ପଞ୍ଚାୟତ ଡ଼ିମିରିପାଲି ଓ ଛେଳିବାହାଲ ଗାଁରୁ ଜଣେ ଲେଖାଏଁ, ବୌଦ୍ଧ ରୁ ଜଣେ, ଗୋଛାପଡା ପଞ୍ଚାୟତ ତାଳୁପାଲି ଓ ଅଇଁଲା ଝୁଲି ଗାଁ ରୁ ଜଣେ ଲେଖାଏଁ, କଶୁର ବନ୍ଧ ପଞ୍ଚାୟତ ନୂଆପାଲି ଓ ବାଘଡ଼ିଆ ଗାଁ ରୁ ଜଣେ ଲେଖାଏଁ, ମାନୁପାଲି ପଞ୍ଚାୟତ ଡିଗୀ ଗାଁ ରୁ ୨ଜଣ, ମୁଣ୍ଡିପଦର ପଞ୍ଚାୟତ ମୁଣ୍ଡିପଦର ଓ କୁଲତାଖୁଲ ଗାଁ ରୁ ଦୁଇଜଣ ଲେଖାଏଁ, ରୋକ୍ସା ପଞ୍ଚାୟତ ମହୀଶ୍ୱର ପିଣ୍ଡା ଗାଁ ରୁ ଜଣେ, ଶାଗଡା ପଞ୍ଚାୟତ ଝାଗୁଡୁଗାଡ଼ିଆ ଗାଁ ଜିଲ୍ଲା ର ହିଟ ଲିଷ୍ଟ ସମୁଦାୟ ଗାଁରୁ ୯୪ ଜଣ ଓ ଝଙ୍କର ପଡା ଗାଁ ରୁ ୧୨ ଜଣ, ତାଳ ସରଡା ପଞ୍ଚାୟତ ବସ୍ତମ ପୁର ଗାଁ ରୁ ୨ ଜଣ, ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ବେଣ୍ଟିଆ ବେରେନି ଗାଁ ରୁ ୩ ଜଣ ଓ ନାଏକ ପଡା ଗାଁ ରୁ ଜଣେ,ବାନୀଭୂଷଣପୁର ପଞ୍ଚାୟତଲଣ୍ଡ୍ରେଜୋର ଗାଁ ରୁ ଜଣେ, ବିରନ ରସିଂହ ପୁର ପଞ୍ଚାୟତ ବିରନରସିଂହ ପୁର ଗାଁ ରୁ ୩ଜଣ ଓ କରଡ଼ି ରୁ ୨ ଜଣ, ବିରାମଚନ୍ଦ୍ରପୁର ପଞ୍ଚାୟତ ଵୀରାଂଚନ୍ଦ୍ରପୁର ଗାଁ ରୁ ୨୭ ଜଣ, ହରଭଙ୍ଗା ପଞ୍ଚାୟତ ସୁରୁଣ୍ଡୁ ଗାଁ ରୁ ୨ ଜଣ, ରାଧାନଗର ପଞ୍ଚାୟତ ରାଧାନଗର ଗାଁ ରୁ ଜଣେ, ସରସରା ପଞ୍ଚାୟତ ସରସରା ରୁ ଜଣେ, କଣ୍ଟାମାଲ ବ୍ଲକ ୧୩ ଟି ପଞ୍ଚାୟତ ରୁ ୨୬ ଜଣ ଏବଂ ବୌଦ୍ଧ NAC ର ୫ ଟି ୱାର୍ଡ ରୁ ୧୧ଜଣ ନୂତନ କରୋନା ରୋଗୀ ଚି଼ହ୍ନଟ ହୋଇଥିବାର ସୂଚନା ମିଳୁଛି l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: