ବୌଦ୍ଧ ଜିଲ୍ଲାରେ ସଂକ୍ରମଣ ହାର ୧୨୮ ଥିବା ବେଳେ ହିଟଲିଷ୍ଟରେ ଡ଼ିମିରିପାଲି ୨୫

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୦୪/୦୬): ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣ ହାର ଟିକିଏ ସୁଧାର ଆସିଛି | ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ବହୁତ କମ ସଂକ୍ରମଣ ହାର ଦେଖିବାକୁ ମିଳିଚ୍ଛି |

ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତିକାନ୍ତ ବଳିୟାରସିଂ ଙ୍କ ରିପୋର୍ଟ ଅନୁଯାଇ ଆଜି ଜିଲ୍ଲାରେ ୧୨୮ ଜଣ ନୂତନ କରୋନା ରୋଗୀ ଚି଼ହ୍ନଟ ହୋଇଥିବା ବେଳେ ବୌଦ୍ଧ ବ୍ଲକ ବାଉଁସୁଣୀ ପଞ୍ଚାୟତର ଡ଼ିମିରିପାଲି ଗାଁରେ ଜିଲ୍ଲାର ସର୍ବାଧିକ ୨୫ ଜଣ ରୋଗୀ ଚି଼ହ୍ନଟ ହୋଇଛନ୍ତି | ସେହିଭଳି ବୌଦ୍ଧ ବ୍ଲକରେ ୫୧, ହରଭଙ୍ଗା ବ୍ଲକରୁ ୩୧, କଣ୍ଟାମାଲ ବ୍ଲକରୁ ୪୧ ଓ ବୌଦ୍ଧ N A C ରୁ ୫ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: